ACCOUNTABILITY
INDIA
ODISHA
5T स्कूल फंड में अनियमितता की होगी जांच, सदन में शिक्षा मंत्री ने की घोषणा

ରାଜ୍ୟ ବିଧାନସଭାରେ ଆଜି ପୂର୍ବ ବିଜେଡି ସରକାରଙ୍କ ବହୁଚର୍ଚ୍ଚିତ ୫-ଟି ସ୍କୁଲ ରୂପାନ୍ତରୀକରଣ ଯୋଜନାରେ ଆର୍ଥିକ ଅନିୟମିତତାକୁ ନେଇ ଝଡ଼ ସୃଷ୍ଟି ହୋଇଛି। ୫-ଟି ସ୍କୁଲ ନିର୍ମାଣରେ ହୋଇଥିବା ଅନିୟମିତତା ଘଟଣାର ତଦନ୍ତ ଗଣଶିକ୍ଷା ବିଭାଗ କରିବ ବୋଲି ଆଜି ଗୃହରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନି